ଆଇଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ କରାଯାଇଛି । ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ସେହିପରି ସୁଶିଲ କୁମାର ଲୋହାନିଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି ।  ସୋମେସ ଉପାଧ୍ୟାୟଙ୍କୁ ଓମଫେଡ଼ ସିଜିଏମ , ପି. ଅନ୍ବେଶ କୁମାର ରେଡ୍ଡୀଙ୍କୁ  ଓଏମସି ଇଡ଼ି , ପାଟିସ ଆଶିଷ ଈଶ୍ବରଙ୍କୁ ଗ୍ରୀଡ଼କୋ ନିର୍ବାହୀ ନିର୍ଦ୍ଦେଶକ ,  ଦିବାକର ଟି.ଏସଙ୍କୁ ଓକାକ ଓଏସଡି ଓ ହେମକାନ୍ତଙ୍କୁ  ଓଡ଼ିଶା ପର୍ଯ୍ୟଟନ ନିଗମ ଏମଡି ଭାବେ ନିଯୁକ୍ତି ମିଳିଛି

Comments are closed.