ଚୌଦ୍ୱାର : ବିଭିନ୍ନ ହାଇସ୍କୁଲର ମାଟ୍ରିକ୍‍ ଫଳାଫଳ ସନ୍ତୋଷ ଜନକ

ଚୌଦ୍ୱାର : ଶୁକ୍ରବାର ଦିନ ପ୍ରକାଶ ପାଇଥିବା ଚଳିତ ବର୍ଷର ୧୦ମ ଶ୍ରେଣୀର ପରୀକ୍ଷା ଫଳ ପିଲା ଓ ଅଭିଭାବକ ମାନଙ୍କୁ ଆଶ୍ୱସ୍ତି ଦେଇଛି। ଚୌଦ୍ୱାର ଅଞ୍ଚଳର ବିଭିନ୍ନ ହାଇସ୍କୁଲର ୧୦ମ ଫଳାଫଳ ସନ୍ତୋଷଜନକ ହୋଇଥିବା ଜଣା ପଡ଼ିଛି।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଗାନ୍ଧିଛକ : ସମସ୍ତ ୯୮ ଉତ୍ତିର୍ଣ୍ଣ, ଏ୧- ୯,ଏ୨-୧୮,ବି୧-୨୭, ବି୨-୨୩,ସି-୨୦,ଡି-୧।

କଳିଙ୍ଗ ବିଦ୍ୟାପୀଠ,ଚୌଦ୍ୱାର : ସମସ୍ତ ୬୫ ଉତ୍ତିର୍ଣ୍ଣ,ଏ୧- ୦, ଏ୨-୪, ବି୧-୦୬, ବି୨-୧୪,ସି-୧୧,ଡି-୧୩, ଇ-୧୭

ନିଗମାନନନ୍ଦ ବାଳିକା, ଦୌଲତାବାଦ : ସମସ୍ତ ୩୮ ଉତ୍ତିର୍ଣ୍ଣ,ଏ୧- ୦,ଏ୨-୦୩,ବି୧-୦୩, ବି୨-୦୭,ସି-୧୧,ଡି-୮,ଇ-୬।

ଗୋପବନ୍ଧୁ ନୋଡାଲ,ଚୌଦ୍ୱାର : ସମସ୍ତ ୧୯ ଉତ୍ତିର୍ଣ୍ଣ,ଏ୧-୦,ଏ୨-୦୧,ବି୧-୦୧, ବି୨-୦୬,ସି-୦୪,ଡି- ୪,ଇ-୦୩।

Comments are closed.