Deprecated: class-oembed.php is deprecated since version 5.3.0! Use wp-includes/class-wp-oembed.php instead. in /var/www/vhosts/samajalive.in/httpdocs/wp-includes/functions.php on line 4903

ପ୍ରସ୍ତୁତ କରନ୍ତୁ ଆମ୍ବ-କଦଳୀ ସ୍ମୁଦି

ଆପଣ ନିଶ୍ଚିତ ଭାବରେ ଆମ୍ବ କିମ୍ବା କଦଳୀ ସେକ୍ ପିଇଥିବେ। କିନ୍ତୁ ବର୍ତ୍ତମାନ ଆସନ୍ତୁ ଜାଣିବେ ଆମ୍ବ-କଦଳୀ ସ୍ମୁଦି ପ୍ରସ୍ତୁତର ଉପାୟ….

ଆବଶ୍ୟକୀୟ ସାମଗ୍ରୀ : ୨ କପ୍ ଆମ୍ବ କଟା,  ଏକ କପ୍ କଦଳୀ କଟା, ୨ କପ୍ କ୍ଷୀର, ଏକ ଚାମଚ ମହୁ, ଏକ ଚାମଚ ଡ୍ରାଏ ଫ୍ରୁଟ୍ସ, ୪ରୁ ୬ଟି ବରଫ କ୍ୟୁବ୍।

ପ୍ରସ୍ତୁତି ପ୍ରଣାଳୀ : ସର୍ବପ୍ରଥମେ ଗ୍ରାଇଣ୍ଡର ଜାରରେ ଆମ୍ବ, କଦଳୀ, କ୍ଷୀର ଏବଂ ବରଫ କ୍ୟୁବ୍ ପେଷି ଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସରେ ଢାଳନ୍ତୁ। ଏବେ ସେଥିରେ ମହୁ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ-କଦଳୀ ସ୍ମୁଦି। ଡ୍ରାଏ ଫ୍ରୁଟ୍ସ ପକାଇ ସଜାନ୍ତୁ।