ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜି ୫ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଶୀତ ଅଧିବେଶନର ଆଜି ପଞ୍ଚମ ଦିନରେ ଗୃହକାର୍ଯ୍ୟ ଅଚଳ ହୋଇଛି। ବିରୋଧୀ ଦଳଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟ ସ୍ୱଭାବିକ ନହେବାରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି । ୪ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲବତି ଘୋଷଣା କରିଛନ୍ତି। ଏହାସହ ବିଜେଡିର ବିଧାୟକ ମଧ୍ୟ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ନେଇ ପ୍ରତିବାଦ କରିଛନ୍ତି।

Comments are closed.