ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

0

ଭୁବନେଶ୍ୱର : ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ମାତ୍ର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକଙ୍କ ହଟ୍ଟଗୋଳ ସହ ପ୍ଲାକାର୍ଡ଼ ଦେଖାଇ ଉଭୟ ଦଳ ବିଧାୟକଙ୍କ ନାରାବାଜି ପରିସ୍ଥିତି ଦେଖାଦେଇଛି ବୋଲି ସୂଚନା ମିଳିଛି।
ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ଦିନ ୧୧ଟା୩୦ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

Armed forces of several countries, including the United States, the United Kingdom, India and France, have expressed interest in modafinil as an alternative to amphetamine —the drug traditionally employed in combat situations or lengthy missions where troops face sleep deprivation. The French government indicated that the Foreign Legion used modafinil during certain covert operations. levitra malaysia In the United States military, modafinil has been approved for use on certain Air Force missions, and it is being investigated for other uses.

Leave A Reply