ରଘୁନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳଙ୍କ ଶୋକ

ଭାସ୍କର୍ଯ୍ୟକଳା ପାଇଁ ସର୍ବଦା ସ୍ମରଣୀୟ ରହିବେ ରଘୁନାଥ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ପରିବାର ଓ ବନ୍ଧୁ ପରିଜନଙ୍କୁ ରାଜ୍ୟପାଳ ସମବେଦନ ଜଣାଇଛନ୍ତି ଏବଂ ତାଙ୍କର ଭାସ୍କର୍ଯ୍ୟକଳା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି କହିଛନ୍ତି।

Comments are closed.