ହଲିଉଡ କଳାକାର “ରବର୍ଟ ଫୋଷ୍ଟର”ଙ୍କ ପରଲୋକ

ମୁମ୍ବଇ : ଓସ୍କାର ପାଇଁ ମନୋନୀତ ହୋଇଥିବା ହଲିଉଡ ଚଳଚ୍ଚିତ୍ର “ଜ୍ୟାକି ବ୍ରାଉନ”ର ନାୟକ “ରବର୍ଟ ଫୋଷ୍ଟର”ଙ୍କର ତାଙ୍କର ଲସଆଞ୍ଜିଲସ୍  ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। ଫୋଷ୍ଟର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରେନ୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ।
“ରବର୍ଟ ଫୋଷ୍ଟର” ହଲିଉଡରେ ୧୦୦ରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି।

Comments are closed.