ପୁରୁଷ ହକି ବିଶ୍ଵକପ୍ : ଫ୍ରାନ୍ସକୁ ୩-୦ଗୋଲରେ ହରାଇ ସେମିରେ ଅଷ୍ଟ୍ରେଲିଆ

0

ଭୁବନେଶ୍ଵର :  କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ର ୩୦ତମ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୩-୦ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ  ଖେଳାଳିଙ୍କ ଉପରେ ଆରମ୍ଭରୁ ନିଜର ଆଧିପତ୍ୟ ଜାରି ରଖିଥିଲେ। ଆୟୋଜକ ଭାରତ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଗୁରୁବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ମୁକାବିଲା କରିବ।

Leave A Reply