ମ୍ୟାନ ଅଫ ଦି ମ୍ୟାଚ୍ ପାଇ ବହୁତ ଖୁସି ଲାଗୁଛି: ସିମ୍ରନଜିତ

0

ଭୁବନେଶ୍ୱର : ବିଶ୍ୱକପ ଖେଳିବା ନେଇ ବହୁତ ଉତ୍ସାହିତ ଥିଲି। ବିଶ୍ୱକପର ପ୍ରଥମ ମ୍ୟାଚରେ ଦୁଇଟି ଗୋଲ ଦେବା ଓ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହେବା ନେଇ ବହୁତ ଖୁସି ବୋଲି କହିଛନ୍ତି ପଞ୍ଜାବ ଫରୱାର୍ଡ ସିମରନ୍‍ଜିତ ସିଂହ। ଦକ୍ଷିଣଆଫ୍ରିକା ବିପକ୍ଷରେ ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚରେ ରହିଥିବା ତ୍ରୁଟିକୁ ସୁଧାରି ବେଲଜିୟମ ବିପକ୍ଷ ମ୍ୟାଚ ଉପରେ ଗୁରୁତ୍ୱ ଦେବି ବୋଲି ସିମରନଜିତ୍‍ କହିଛନ୍ତି। ସୂଚନାଯୋଗ୍ୟ ଯେ, ସିମରନଜିତ୍‍ ୪୩ତମ ଓ ୪୬ତମ ମିନିଟ୍‍ରେ ଦୁଇଟି ଗୋଲ ଦେଇଥିଲେ।

Leave A Reply