ଖୋଲିଲା ୨୦ଟି ହୀରାକୁଦ ଗେଟ୍‌

0

ସମ୍ବଲପୁର: ମଙ୍ଗଳବାର ହୀରାକୁଦର ୨୦ଟି ଗେଟ୍ ଖୋଲିଛି । ଚଳିତବର୍ଷ ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ ଦେଇ ନିଷ୍କାସିତ ହୋଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଓ ୮ନଂ ପରେ ଅନ୍ୟ ଗେଟ୍ ଖୋଲା ଯାଇଛି। ୩୬ ଘଣ୍ଟା ପରେ ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବ । ପର୍ଯ୍ୟାୟ କ୍ରମେ ଆଜି ରାତି ସୁଦ୍ଧା ୨୦ଟି ଗେଟ୍ ଖୋଲା ଯାଇଛି । ୨୦ଟି ଗେଟ୍‌ରେ ସେକେଣ୍ଡକୁ ୩ ଲକ୍ଷ ୨୩ ହଜାର ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି।

Leave A Reply