ଖୋଲିଲା ହୀରାକୁଦର ଆଉ ୭ଟି ଗେଟ୍

ସମ୍ୱଲପୁର : ହୀରୀକୁଦ ଡ୍ୟାମର ଆଉ ୭ଟି ଗେଟ୍ ସୋମବାର ସକାଳେ ଖୋଲାଯାଇଛି  । ଡ଼୍ୟାମର ୨ଟି ଗେଟ୍‍ ରବିବାର ଖୋଲିବା ପରେ ୭ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଥିଲା । ସୋମବାର ୭ଟି ଗେଟ୍ ଖେଲା ଯିବା ପରେ ବର୍ତ୍ତମାନ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ ହଜାର ୯୧୦ ଘନଫୁଟ  କରୁଥୁବାବେଳେ ୧ଲକ୍ଷ ୭୫ ହଜାର ୩୭୫ ଘନଫୁଟ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍ ର ଜଳସ୍ତର ୬୨୦.୮୭ ଫୁଟ୍ ରହିଛି ।

Comments are closed.