ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା : ୪୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ : ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା। ଏବେ ମୋଟ ୪୨ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି।ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଏବେ ଜଳ ପତନ ୬୨୬.୨୭ ରହିଛି। ଡ୍ୟାମ୍ ଭିତରେ ପ୍ରବେଶ କରୁଛି ୮ ଲକ୍ଷ ୫୩ ହଜାର ୨୯ କ୍ୟୁସେକ୍ ଜଳ। ସେହିଭଳି ଡ୍ୟାମରୁ ୬ଲକ୍ଷ ୯୪ ହଜାର ୨୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

Comments are closed.