ଦେଖନ୍ତୁ ଭିଡ଼ିଓ: ହୀରାକୁଦ ଜଳଭଣ୍ଡାରରେ ଖେଳୁଛି ବିଶାଳକାୟ ମାଛ

ହୀରାକୁଦ ଜଳଭଣ୍ଡାରରେ ଖେଳୁଛି ବିଶାଳକାୟ ମାଛ । ମାଛଟିର ଛବି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି କେହିକେହି କହୁଛନ୍ତି । ତେବେ କେବେ ଓ ନିର୍ଦିଷ୍ଟ ଭାବରେ ଏହି ମାଛଟି ଦେଖା ଦେଇଛି ତାହା କୁହାଯାଇ ନାହିଁ । ମାଛର ଭିଡ଼ିଓ ଓ ଛବି ସୋସିଆଲ ମିଡ଼ିଆରୁ ନିଆଯାଇଛି ।

Comments are closed.