ହୀରାକୁଦ : ୧୦ଟି ସ୍ଲୁଇସ ଗେଟ୍‍ ଦେଇ ନିଷ୍କାସିତ ହେଉଛି ଜଳ

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଏବେ ୧୦ଟି ସ୍ଲୁଇସ ଗେଟ୍‍ ଦେଇ ଜଳ ନିଷ୍କାସିତ ହେଉଛି। ଗତ ମଙ୍ଗଳବାର ଦିନ ୨୦ଟି ଗେଟ୍‍ ସ୍ଲୁଇସ ଗେଟ୍‍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ବନ୍ଦ କରାଯାଉଛି।
ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୧.୪୧ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୮୧ ହଜାର ୫୬୦ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ, ଥିବା ବେଳେ। ଜଳଭଣ୍ଡାରରୁ ୧ଲକ୍ଷ ୬୪ ହଜାର ୮୧୨ ଫୁଟ ଜଳ ନିଷ୍କାସିତ ହେଉଛି। ଏଥିପାଇଁ ୧୦ଟି ସ୍ଲୁଇସ ଗେଟ୍‍ ଖୋଲାଯାଇଛି।

Leave A Reply