ହୀରାକୁଦ ଜଳଭଣ୍ଡାରରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରୁ ବୁଧବାର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୩ହଜାର ୫୯୫ କ୍ୟୁଶେକ ଜଳ ପ୍ରବେଶ କରୁଥିବାବେଳେ ସାମାନ ପରିମାଣରେ ଜଳ ନିଷ୍କାସନ ହେଉଛି । ହୀରାକୁଦ  ଜଳଭଣ୍ଡାର ଜଳସ୍ତର ୬୩୦ ଫୁଟ ରହିଛି ।

Comments are closed.