ଉଚ୍ଚଶିକ୍ଷା ବିଭାଗରେ ଇ-ଅଭିଯୋଗ ବ୍ୟବସ୍ଥା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖୁବଶୀଘ୍ର ଇ-ଅଭିଯୋଗ ପ୍ଲାଟଫର୍ମ ପ୍ରଚଳନ କରିବାକୁ ଯାଉଛି। ଏହାଦ୍ବାରା ଏଣିକି ଅନଲାଇନରେ ଅଭିଯୋଗ ଗ୍ରହଣ ସହିତ ଏହାର ସମାଧାନ ଦିଗରେ ବିଭାଗ ଉଦ୍ୟମ କରିବ। ଏଥିପାଇଁ ବୈଷୟିକ ସହାୟତା ଯୋଗାଇଦେବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି)ର ଅଧିକାରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଅନଲାଇନରେ ଉଚ୍ଚଶିକ୍ଷା ବିଭାଗ ସମ୍ପର୍କରେ ମିଳୁଥିବା ଅଭିଯୋଗକୁ ଏନଆଇସି ତଦାରଖ କରିବା ସହିତ ଏହାର ସମାଧାନ ଦିଗରେ ଉଚ୍ଚଶିକ୍ଷା ବିଭାଗକୁ ସହାୟତା ଯୋଗାଇଦେ

Comments are closed.