୧୦ ତାରିଖ ଯାଏ ହାଇକୋର୍ଟ ବନ୍ଦ

କଟକ: ଆସନ୍ତା ୧୦ ତାରିଖ ଯାଏ ଓଡ଼ିଶା ହାଇକୋର୍ଟ କାର୍ଯ୍ୟ ବନ୍ଦ ରହିବ । କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ଯାଏ କଟକ ସହରକୁ ସଟ୍ଡ଼ାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ  ହାଇକୋର୍ଟକୁ ମଧ୍ୟ ୧୦ ତାରିଖ ଯାଏ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Comments are closed.