୧୦୬ ଗ୍ରାମର ବ୍ରାଉନସୁଗାର ଜବତ ; ୫ ଗିରଫ

କଟକ : କଟକ ଜିଲା ବିଡାନାସୀ ଦେଉଳ ସାହି ଦେବୀ ଘର ନିକଟରୁ ବୁଧବାର ବ୍ରାଉନସୁଗାର ଜବତ ହୋଇଛି। ପ୍ରାୟ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷଟଙ୍କା ହେବ ବୋଲି ସୂଚନା ମିଳିଛି।

Comments are closed.