କଟକରୁ ୨୩ ଲକ୍ଷର ବ୍ରାଉନସୁଗାର ଜବତ ; ଜଣେ ଗିରଫ

କଟକ : କଟକ ଜିଲାରେ ବାଲିଯାତ୍ରା ପଡିଆ ନିକଟରୁ ବ୍ରାଉନସୁଗାର ଜବତ ହୋଇଥିବା ନେଇ ମଙ୍ଗଳବାର ଖବର ମିଳିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନସୁଗାରକୁ ଜବତ କରିଥିବା ସହ ସମ୍ପୃକ୍ତ ଘଟଣାରେ ଜଲେଶ୍ୱରର ଜଣେ ଯୁବକକୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.