୩୦ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାହାଳରୁ ବ୍ରାଉନସୁଗାର ଜବତ ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ଜବତ ହୋଇଥିବା ୩୦୦ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଜଲେଶ୍ୱର ଓ ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପିଛା କରି କିୟୁଏଟି ଏହି ବ୍ରାଉନସୁଗାରକୁ ଜବତ କରିଛି ବୋଲି ସୂଚନା ମିଳିଛି।

Comments are closed.