୨୦ଗ୍ରାମର ବ୍ରାଉନସୁଗର ଜବତ

0

ଭୁବନେଶ୍ବର : ୨୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଏକ କାର ମଧ୍ୟ ଜବତ କରାଯାଇଛି। କାରରେ ବ୍ରାଉନସୁଗର ଚାଲାଣ ଚାଲିଥିବା ବେଳେ ଖଣ୍ଡଗିରି ପୁଲିସ ଓ କ୍ୟୁଏଟି ଟିମ୍ ସେମାନଙ୍କୁ ଧରିଥିଲା।

Leave A Reply