ବ୍ରାଉନସୁଗାର ଜବତ, ଜଣେ ଗିରଫ

0

ବାଲେଶ୍ୱର: ବସ୍ତା ବ୍ଲକ କାଦରାୟା ଗ୍ରାମରୁ ବ୍ରାଉନସୁଗାର ଜବତ ହୋଇଛି। ଜଣଙ୍କ ଘରୁ ପ୍ରାୟ ୩୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଅବକାରୀ ବିଭାଗ ସୋମବାର ଦିନ ଚଢଉ କରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି।

Leave A Reply