ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ

ଭୁବନେଶ୍ବର : ପୁଣି ରାଜଧାନୀରୁ ବ୍ରାଉନସୁଗର ଜବତ ହୋଇଛି। ସହିଦ ନଗର ପୁଲିସ ୩୨ଗ୍ରାମର ବ୍ରାଉନସୁଗର ଜବତ କରିଛି। ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ଓ ଗୁଳି ପୁଲିସ ଜବତ କରିଛି। ଏଥିରେ ୪ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.