ଲଗାଣ ବର୍ଷା; ଖୋର୍ଦ୍ଧାର ବିଭିନ୍ନ ଗାଁ ପାଣି ଘେରରେ

ଭୁବନେଶ୍ଵର : ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦ ଗେଟ୍ ଖୋଲିବା ଫଳରେ ଦୟା ନଦୀର ଶାଖା ରଜୁଆ ନଦୀରେ ଜଳସ୍ତର ବୃଦ୍ଧି ପାଇ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଗାଁ ପାଣି ଘେରରେ ରହିଛି। ଓରବରସିଂ ପଞ୍ଚାୟତର ବିଭିନ୍ନ ଗାଁ ରାସ୍ତାରେ ୪ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ହରିମୂଳ, ରାୟପୁର, ମଶାଣିଆ, ବାଲିକୁଦା, କୃଷ୍ଣପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି।

Comments are closed.