ଅଂଶୁଘାତରେ ମରିଛନ୍ତି ୨୨,୫୦୦ ଜଣ: ୧୯୯୨ରୁ ୨୦୧୫ ମଧ୍ୟରେ ଅଂଶୁଘାତ ଯୋଗୁଁ ହୋଇଛି ଏହି ମୃତ୍ୟୁ

0

ନୂଆଦିଲ୍ଲୀ: ଅଂଶୁଘାତ ଯୋଗୁଁ ଦେଶରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ୨୦୧୫ ମସିହାରେ କେବଳ ୨,୩୦୦ ଜଣ ଅଂଶୁଘାତରେ ମୃତ୍ୟୁ ବରଣ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ  ୧୯୯୨ରୁ ୨୦୧୫ ମଧ୍ୟରେ ଦେଶରେ ୨୨ ହଜାର ୫୦୦ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏବେ ଦଶରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି ।

ଅଂଶୁଘାତରେ ମୃତ୍ୟୁକୁ ନୀରବ ମୃତ୍ୟୁ କୁହାଯାଇଥାଏ । କେବଳ ମଣିଷ ନୁହନ୍ତି ଜୀବ ଜନ୍ତୁମାନେ ଅଧିକ ତାପମାତ୍ରା ଯୋଗୁଁ ପ୍ରଭାବିତ ହୋଇଥାଆନ୍ତି । ସାଧାରଣତଃ ଏପ୍ରିଲ  ଓ ମେ ମାସରେ ଭାରତରେ ତାପମାତ୍ରା  ଅତ୍ୟଧିକ ପରିମାଣରେ ବୃଦ୍ଧି ପାଇଥାଏ ।

Leave A Reply