ପୁଣି ବଢ଼ିଲା ତାତି : ଝାରସୁଗୁଡା ୪୫.୨

ଭୁବନେଶ୍ବର : ରାଜ୍ୟରେ ପୁଣି ତାତିର ପ୍ରଭାବ ଦେଖିବାକୁ ମିଳିଛି । ମଙ୍ଗଳବାର ରାଜ୍ୟ​​ରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିବା ବେଳେ ବୁଧବାର ୧୧ଟି ସହରର ପାରଦ ୪୦ ଉପରକୁ ଛୁଇଁଛି। ବୁଧବାର ଝାରସୁଗୁଡା ରାଜ୍ୟର ଉତପ୍ତ ସହରର ଭାବେ ବିବେଚିତ ହୋଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୦୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
୪୦ ଡିଗ୍ରୀ ସେଲସିୟସ ଉପରକୁ ତାପମାତ୍ରା ଥିବା ସହର
ଝାରସୁଗୁଡା – ୪୫.୦୨
ସମ୍ବଲପୁର -୪୩.୨
ହୀରାକୁଦ-୪୨.୯
ଟିଟିଲାଗଡ଼-୪୨.୨
ଅନୁଗୋଳ-୪୨.୧
ସୁବର୍ଣ୍ଣପୁର-୪୧.୨
ସୁନ୍ଦରଗଡ଼-୪୧.୦
ମାଲକାନଗିରି-୪୦.୬
ଭବାନୀପାଟଣା-୪୦.୦
ବଲାଙ୍ଗୀର-୪୦.୦
ଫୁଲବାଣୀ-୪୦.୦

Comments are closed.