ରାଜସ୍ଥାନର ଚୁରୁରେ ପ୍ରବଳ ଗରମ ବାଲିରେ ଭାଜି ହେଉଛି ପାମ୍ପଡ, ଅଣ୍ଡା ହେଉଛି ଓମଲେଟ, ଦେଖନ୍ତୁ ଭିଡିଓ

ଜୟପୁର.-ରାଜସ୍ଥାନର  ଚୁରୁର ଏବେ ପ୍ରବଳ ଗରମ ଅନଭୂତ ହେଉଛି । ଥର ମରୁଭୂମି ନିକଟରେ ଥିବା ଏହି ଅଞ୍ଚଳରେ ମଧ୍ୟାହ୍ନ ସମୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି । ବେଳେ ବେଳେ ତାପମାତ୍ରା ୪୮ ଡିଗ୍ରୀ ରହିବା ପରି ଅନୁଭୂତ ହେଉଛି ।  ଏବେ ବାଲିରେ ବି ପାମ୍ପଡ ଭାଜି ହେଉଥିବା ବେଳେ ବାଲିରେ ପ୍ଲେଟ ରଖି ଅଣ୍ଡା ରଖିଲେ ଏହା ଓମଲେଟ୍‌ ହୋଇଯାଉଛି । ଏବିପି ନ୍ୟୁଜରେ ଏକ ଖବର ପ୍ରକାଶିତ ହୋଇଛି ।

Comments are closed.