ହୃଦୟକୁ ସୁସ୍ଥ ରଖିବା ପାଇଁ ଏହା ବେଶ ସହାୟକ ହୋଇଥ।।ଏ

ହୃଦୟକୁ ଏହା ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥ।।ଏ। ଜାଣନ୍ତୁ …
ବ୍ରୋକୋଲି, ପାଳଙ୍ଗ, କୋବି
ଯଦି ଆପଣଙ୍କୁ ସବୁଜ ପନିପରିବା ଖାଇବା ପସନ୍ଦ ନୁହେଁ ତେବେ ଏବେ ଠାରୁ ଏହାକୁ ଖାଇବାକୁ ଆରମ୍ଭ କରି ଦିଅନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ଆଣ୍ଟି-ଅକ୍ସିଡ଼ାଣ୍ଟ ଭଳି କାର୍ଯ୍ୟ କରିଥାଏ। ଯାହା ଦ୍ୱାରା ଶରୀରରୁ କ୍ଷତିକାରକ ଜୀବାଣୁ ଦୂର ହୋଇ ଯାଆନ୍ତି।
ଟମାଟୋ – ଯେଭଳି ଆଳୁରେ ପୋଟାସିୟମ ରହିଥାଏ, ସେଭଳି ଟମାଟୋରେ ମଧ୍ୟ ପୋଟାସିୟୟ ରହିଛି। ଯାହା ହୃଦୟ ପାଇଁ ବେଶ ହିତକାରକ। ଏଥିରେ ଥିବା ପୋଷକ ତତ୍ତ୍ୱ କୋଲେଷ୍ଟେରୋଲରୁ ମୁକ୍ତି ଦେଇଥାଏ। ଏହାସହ ରକ୍ତ ନଳୀରେ ରକ୍ତ ସଠିକ ଭାବେ ସଞ୍ଚାଳୟ କରିବା ପାଇଁ ସହାୟକ ହୋଇଥାଏ। ଏହି କାରଣରୁ ଆମେରିକା ଲୋକେ ଅଧିକ ଟମାଟୋ ଖାଇଥାଆନ୍ତି। ତେଣୁ ତରକାରୀ ଓ ସାଲାଡ଼ରେ ନିୟମିତ ଟମାଟୋ ନିଶ୍ଚୟ ଖାଆନ୍ତୁ।
ଆଳୁ- ଯଦି ଆପଣ ଆଳୁକୁ ତେଲରେ ଛାଣି ଖାଉଛନ୍ତି , ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ମାତ୍ର ଆଳୁ ତେଲରେ ନଛାଣି ଏହାକୁ ଖାଇବା ଦ୍ୱାରା ଏହା ହୃଦୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ, ଯାହା ଆମ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏଥିରେ ଫାଇବରର ମାତ୍ରା ମଧ୍ୟ ରହିଛି, ଯାହା ହୃଦ୍ର ଜନିତ ବିଭିନ୍ନ ରୋଗକୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

Comments are closed.