ଥାଇରଏଡ଼ର ଲକ୍ଷଣ ଓ ଏଥିରୁ ରକ୍ଷା ପାଇବାର ଉପାୟ

0

ଆଜିକାଲି ବହୁ ଲୋକେ ଥାଇରଏଡ଼ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗରେ ଓଜନ ବଢିବା ସହ ହରମୋନ ଅସନ୍ତୁଳିତ ହୋଇଥାଏ। ଏକ ଗବେଷଣାରୁ ଜଣାଯାଇଛି ଯେ, ପୁରୁଷମାନଙ୍କ ତୁଳନାରେ  ମହିଳାମାନଙ୍କ ଥାଇରଏଡ଼ ଆଶଙ୍କା ୧୦% ଅଧିକ।

ଥାଇରଏଡ୍‌ ଦୁଇ ପ୍ରକାରର। ଏକ ପ୍ରକାର ଏହି ରୋଗରେ ଲୋକେ ମୋଟା ହୋଇଯାଆନ୍ତି ଓ ଅନ୍ୟ ଏକ ପ୍ରକାର ପତଳା ହୋଇଯାଆନ୍ତି।
ଥାଇରଏଡ଼ର ଲକ୍ଷଣ ….
ଅଧିକ ଗରମ ହେବା।
ଠିକ ଭାବେ ନିଦ ନ ହେବା।
ଅଧିକ ଶୋଷ ହେବା।
ଅଧିକ ଝାଳ ବୋହିବା।
ହାତ ଥରିବା।
ହୃତସ୍ପନ୍ଦନ ବଢ଼ିବା।
ଦୁର୍ବଳ ଲାଗିବା।

ଏହି ରୋଗରୁ ରକ୍ଷା ପାଇବାର ଉପାୟ …
ନିୟମିତ ଭାବେ ଶାରୀରିକ ପରିଶ୍ରମ କରିବା ଓ ଅଧିକ ତନ୍ତୁଜାତୀୟ ପଦାର୍ଥ ଖାଇବା ଉଚିତ। ଅଧିକ ତେଲ କିମ୍ବା ଘିଅ ପଡ଼ିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ। ସେହିପରି ସର୍ବଦା ଚିନ୍ତାଗ୍ରସ୍ତ ହୋଇରହିବା ଉଚିତ ନୁହେଁ। ଚିନ୍ତା କଲେ ଏହି ରୋଗର ମାତ୍ରା ବୃଦ୍ଧି ପାଇଥାଏ।

Leave A Reply