ଏସସିବିରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ :  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନବ କିଶୋର ଦାସ ଗୁରୁବାର କଟକ ବଡ଼ ଡାକ୍ତରଖାନାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏସସିବି ମେଡିକାଲ୍ କଲେଜର ଅନ୍ତଃଶ୍ରାବୀ ଓ ଛାତିରୋଗ ବିଭାଗ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ବିଭିନ୍ନ ପଦବୀ ପୂରଣ ଓ ଆବଶ୍ୟକ ଯନ୍ତ୍ରପାତି କ୍ରୟ ସମ୍ପର୍କରେ ଆଲୋଚନା ହୋଇଥିଲା ।

Comments are closed.