ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ତାଙ୍କର ରିପୋର୍ଟ ପଜିଟିଭ୍‍ ଆସିବା ପରେ ସେ ନିଜଘରେ ସଙ୍ଗରୋଧରେ ରହିଛନ୍ତି । ଏନେଇ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍‍ କରିବା ସହ ଶେଷ ୩ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କୁ କରୋନା ଟେଷ୍ଟ କରିବାକୁ କହିଛନ୍ତି । ଟ୍ୱିଟରେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଥିବା ସେ ଜଣାଇଛନ୍ତି ।

Comments are closed.