କୌଣସି ସ୍ବାସ୍ଥ୍ୟକର୍ମୀ ଟିକା ତାଲିକାରୁ ବାଦ ନ ପଡ଼ିବା ପାଇଁ କେନ୍ଦ୍ରର ଚିଠି

ଭୁବନେଶ୍ବର: ଟୀକାକରଣ ପାଇଁ ପୁଣି ଥରେ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି କେନ୍ଦ୍ର ସରକାର।  ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ଟୀକାକରଣରୁ ବାଦ୍ ନ ପଡନ୍ତି ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।ବାଦ ପଡ଼ିଥିବା ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳ ଓ ମହାନଗର କମିସନରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଏହି ତାଲିକା ୭ ଦିନ ଭିତରେ ପୋର୍ଟାଲରେ ନାଁ ଅପଲୋଡ କରିବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 

 

Comments are closed.