ସକାଳ ୭ଟା – ମୁଖ୍ୟ ସମ୍ବାଦ

ବଡ ଖବର

# ପାଟକୁରା ଭୋଟ୍‌ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କେନ୍ଦ୍ରାପଡ଼ା ସ୍ଵୟଂଶାସିତ କଲେଜରେ ବ୍ୟାପକ ସୁରକ୍ଷା

# କର୍ଣ୍ଣାଟକ ରାଜନୀତି – ୟେଦୁରପ୍ପା କହିଲେ ‘ହାରି କରି ଜିତିବା ବ୍ୟକ୍ତିଙ୍କୁ ବାଜିଗର ନୁହେଁ ୟେଦୁରପ୍ପା କୁହନ୍ତି’

# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ନରେନ୍ଦ୍ର ମୋଦୀ କହିଥିବା ପ୍ରତିକ୍ରିୟା ଦେଇ ସିନେଟରେ ଅପମାନିତ ହେଲେ – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆଞ୍ଚଳିକ
# ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ୧୫ ଦିନ ଛୁଟିରେ ଯିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା
# ପାଟକୁରା ଭୋଟ୍‌ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କେନ୍ଦ୍ରାପଡ଼ା ସ୍ଵୟଂଶାସିତ କଲେଜରେ ବ୍ୟାପକ ସୁରକ୍ଷା
# ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ନାବାଳିକା ଦୁଷ୍କର୍ମ, ରମେଶ ଏକ୍କା ନାମକ ଯୁବକ ଗିରଫ
# ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ – ପାଣିପାଗ ବିଭାଗ
# ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲ୍‌ସ୍ଥୁଲ
# ମୟୂରଭଞ୍ଜ ଉଦଳାସ୍ତିତ ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଅଧ୍ୟାପିକାଙ୍କ ଅସଦାଚରଣ ଅଭିଯୋଗ
# କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
# ଓଡ଼ିଶାରେ ଦୁଇଟି ନକଲି ବିଶ୍ଵବିଦ୍ୟାଳୟ କାମ କରୁଥିବା କହିଲା ବିଶ୍ଵବିଦ୍ୟାଳୟ ମଞ୍ଜୁରୀ କମିଶନ
# ବାଲେଶ୍ୱର କ୍ଷୀର ବ୍ୟବସାୟୀ ହତ୍ୟାକାଣ୍ଡ – ଉତ୍ତରପ୍ରଦେଶରୁ ଗିରଫ ହେଲା ପିତୃହନ୍ତା ପୁଅ ଓ ସହଯୋଗୀ
# ଅନୁଗୁଳ ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା – ୪କର୍ମଚାରୀ ଗୁରୁତର
# ଶ୍ରୀଜିଉଙ୍କ ବନକଲାଗି ନୀତି – ଅପରାହ୍ଣ ୪ଟାରୁ ରାତି ୮ଟା ସାଧାରଣ ଦର୍ଶନ ବନ୍ଦ
# ସାର୍ଟିଫିକେଟ ଯାଞ୍ଚ ଭୟରେ ଚାକିରି ଛାଡ଼ିଲେ ଦୁଇ ଶିକ୍ଷୟିତ୍ରୀ
# ମାନବ ଚାଲାଣ ରୋକିବାକୁ ଖୋଲିବ ୯ଟି କେନ୍ଦ୍ର – ବ୍ୟୟ କୋଟିଏ ୮୦ ଲକ୍ଷ

ଜାତୀୟ
# ଦେଶର ଜଳସୀମା ଓ ସାମୁଦ୍ରିକ ତଟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଗଠନ କଲା ନୂତନ ନାଭାଲ ଏୟାର ସ୍କାଡର୍ନ ‘ସି ଇଗଲସ୍‌’
# କର୍ଣ୍ଣାଟକ ରାଜନୀତି – ଆସ୍ଥା ଭୋଟରେ ହାରିଲା ଜେଡିଏସ-କଂଗ୍ରେସ ମେଣ୍ଟ
# ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ଲୋକସଭାରେ ଗୃହୀତ
# କର୍ଣ୍ଣାଟକ ରାଜନୀତି – ୟେଦୁରପ୍ପା କହିଲେ ‘ହାରି କରି ଜିତିବା ବ୍ୟକ୍ତିଙ୍କୁ ବାଜିଗର ନୁହେଁ ୟେଦୁରପ୍ପା କୁହନ୍ତି’
# ଜମ୍ମୁ-କାଶ୍ମୀରରେ ଗତ ୧୦ ବର୍ଷ ମଧ୍ୟରେ ଆତଙ୍କବାଦୀ ଘଟଣାରେ ୯୦ ପ୍ରତିଶତ ହ୍ରାସ ଘଟିଛି – କେନ୍ଦ୍ର ଗୃହ ରଜ୍ୟମନ୍ତ୍ରୀ ଜୀ. କିଶନ ରେଡ୍ଡୀ
# ଯୌତୁକ ଦେଇଥିବା କନ୍ୟା ପିତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ
# ପୁତ୍ର ପାଇଁ ନ୍ୟାୟ ମାଗିବାକୁ ୮୧ ବର୍ଷ ବୟସରେ ୩୫୦କିମି ପଦଯାତ୍ରା କରି ରାଜସ୍ଥାନ ବିଧାନସଭାରେ ପହଁଚିଲେ ପିତା
# ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ
# ବୈଦେଶିକ ମନ୍ତ୍ରାଳୟର ସ୍ପଷ୍ଟୀକରଣ – କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ, ଏଥିରେ ତୃତୀୟ ଜଣଙ୍କର ହସ୍ତକ୍ଷେପ କୌଣସୀ ମତେ ଗ୍ରହଣୀୟ ନୁହେଁ
# ଆମ୍ରପଲ୍ଲୀ ମାମଲା – ଏନବିବିସିକୁ ଅଧା ରହିଥିବା ଫ୍ଲାଟ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅନ୍ତର୍ଜାତୀୟ
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ନରେନ୍ଦ୍ର ମୋଦୀ କହିଥିବା ପ୍ରତିକ୍ରିୟା ଦେଇ ସିନେଟରେ ଅପମାନିତ ହେଲେ – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
# ଲଂଣ୍ଡନର ପୂର୍ବତନ ମେୟର ତଥା ୟୁକେର ପୂର୍ବତନ ବିଦେଶ ମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
# ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ଵୀକାର – ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପ୍ରଥମରୁ ହିଁ ଓସାମା ବିନ ଲାଡେନର ଠିକଣା ବିଷୟରେ ଜାଣିଥିଲା

Comments are closed.