ସକାଳର ମୁଖ୍ୟ ଖବର – ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ , ଅନ୍ୟାନ୍ୟ ଖବର

ଲଘୁଚାପ କ୍ଷେତ୍ର ଶୁକ୍ରବାର ସନ୍ଧ୍ୟାସୁଦ୍ଧା ବାଲେଶ୍ବର ଓ ସାଗର ଦ୍ବୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୨୦ଟି ସ୍ଥାନରେ ‘ସିବିଆଇ’ ଟିମ୍‌ ଚଢ଼ାଉ କରିଛି ।

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆମେରିକାରେ ବସବାସ କରିବା ପାଇଁ ଗ୍ରୀନ୍‌ କାର୍ଡ ଆବେଦନ କରିଥିବା ସୂଚନା ।

ଉତ୍ତର ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତ , ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ।

Comments are closed.