ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ରାଜଧାନୀରେ କୁଆଖାଇ ପଠାରେ ସୂର୍ଯ୍ୟକିରଣ ଶୋ ; ଏରୋବେଟିକ୍‍ ଟିମ୍‍ର ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ; ଏକାସାଙ୍ଗରେ ଆକାଶରେ ଉଡୁଛି ୯ଟି ହକ୍‍ ଲଢୁଆ ବିମାନ

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୬ ହଜାର ୨୯୪ କରୋନା ସଂକ୍ରମିତ; ସୁସ୍ଥ ହେଲେ ୫ ହଜାର ୯୧୬ ; ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୯ ମୃତ ; ଆଉ ୪୪,୧୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୪ ନୂଆ କରୋନା ଆକ୍ରାନ୍ତ; ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୩୦,ସଙ୍ଗରୋଧରୁ ୧୨୯, ସ୍ଥାନୀୟ ୮୫ ; ଆଉ ୧,୬୬୪ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ

ଭୁବନେଶ୍ୱର : ଭାଙ୍ଗିଲା ବେଶ ଚର୍ଚ୍ଚିତ କିଶୋର ମଟନ ହୋଟେଲ ; ବେଆଇନ ଭାବେ ତିଆରି ପାଇଁ ଭାଙ୍ଗିଲା ବିଏମସି ; ସିଲ୍‍ ପରେ ହୋଟେଲ ଖୋଲି ବେପାର କରିବାରୁ ଭାଙ୍ଗିଥିବା ନେଇ ସୂଚନା

ଢେଙ୍କାନାଳ : ପୋଖରୀ କୂଳରେ ୩ ନବଜାତଙ୍କ ମୃତଦେହ ଠାବ ; ଇନ୍ଦିପୁର ଗାଁ ପୋଖରୀ କୂଳରେ ପଡିଛି ମୃତଦେହ, ମୃତଦେହକୁ କିଏ ଓ କାହିଁକି ପକାଇଛି କାରଣ ଅସ୍ପଷ୍ଟ

Comments are closed.