ମଦ ନିଶାରେ ଜଙ୍ଗଲରେ ଶୋଇଥିଲେ, ଲାଗିଗଲା ନିଆଁ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଅସନବଣି ଗ୍ରାମକୁ ଆସିଥିବା ଝାରବେଡା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମକୁ ଫେରୁଥିବା ସମୟରେ ନିଶାସକ୍ତ ଅବସ୍ଥାରେ ଝାରବେଡା ଜଙ୍ଗଲରେ ଶୋଇ ପଡ଼ିବାରୁ ଜଙ୍ଗଲରେ ଲାଗିଥିବା ନିଆଁରେ ଶରୀରର ଅଧା ଅଂଶ ପୋଡ଼ି ଯାଇଛି । ଗୁରୁତର ବ୍ୟକ୍ତି ଜଣଙ୍କ ଝାରବେଡା ଗ୍ରାମର ଝରା ନାଏକ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.