ଆଜି ପବିତ୍ର ହରିଶୟନ ଏକାଦଶୀ ; ୪ ମାସ ମାଙ୍ଗଳିକ କାର୍ଯ୍ୟ ବନ୍ଦ

ପୁରୀ : ଗୁରୁବାର ହେଉଛି ପବିତ୍ର ହରିଶୟନ ଏକାଦଶୀ। ଆଜି ଠାରୁ ଦୀର୍ଘ ୪ ମାସ ପାଇଁ ଶ୍ରୀହରି ନିଦ୍ରା ଯିବେ। ଏହି ସମୟରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିଥାଏ। ଯେପରି ବିବାହ, ଗୃହ ପ୍ରବେଶ ଆଦି। ଶ୍ରୀମନ୍ଦିରରେ ରାତି ସମୟରେ ଏହି ନୀତି ପାଳନ କରାଯିବ। କର୍ପୂର ଆଳତୀ ଓ ବଡ଼ଶୃଙ୍ଗାର ଭୋଗ କରାଯିବ ପରେ ଏହି ଶୟନ ନିତୀ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Comments are closed.