ବାପା ହେଲେ ହାର୍ଦିକ ପାଣ୍ଡ୍ୟା; ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ସୁଅ

କ୍ରିକେଟ ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଛନ୍ତି । ଏ ସମ୍ପର୍କରେ ତାଙ୍କ ବାପା ସୂଚନା ଦେଇଛନ୍ତି । କୋଭିଡ୍‌ ମହାମାରୀ ବେଳେ ହାର୍ଦ୍ଦିକ ନତାଶାଙ୍କୁ ବିବାହ କରିଥିବା ନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ଏହି ସମୟରେ ନାତାଶା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଚାଲିଥିଲା ।

ହାର୍ଦ୍ଦିକ ସନ୍ତାନର ବାପା ହେବା  ସୋସିଆଲ୍‌ ମିଡିଆରେ  ସେୟାର କରିଛନ୍ତି । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମେ ମାସରେ ହାର୍ଦ୍ଦିକ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଗର୍ଭବତୀ ଥିବା କଥା ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ । ଏହାପରେ ସେ ନତାଶାଙ୍କୁ ବିବାହ କରୁଥିବା ନେଇ ସୂଚନା ଦେଇଥିଲେ । ଏହି ସମୟରେ ସେ ନିଜ ପାର୍ଟନରଙ୍କ ସହ ଏକ ଫଟୋ ସେୟାର କରିଥିଲେ

Comments are closed.