ମାଟ୍ରିକ ଟପ୍ପର ଅନୁଷ୍କାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ତହସିଲଦାର

ହରଭଙ୍ଗା : ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଟପ୍ପର ହୋଇଥିବା ହରଭଙ୍ଗା ବ୍ଲକ ଲାଲବାହାଦୁର ବିଦ୍ୟାପୀଠ ତିଲେଶ୍ୱର ହାଇସ୍କୁଲର ଛାତ୍ରୀ ଅନୁଷ୍କା ଅଗ୍ରୱାଲାଙ୍କୁ ଶୁକ୍ରବାର ହରଭଙ୍ଗା ତହସିଲଦାର ସମ୍ମାନୀତ କରିଛନ୍ତି । ତାଙ୍କୁ ଏକ ମାନପତ୍ର ପ୍ରଦାନ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୂଚନା ଯୋଗ୍ୟ, ପୁରୁଣାକଟକ ବଜାରର ଆନନ୍ଦ ଅଗ୍ରୱାଳାଙ୍କ ଝିଅ ଅନୁଷ୍କା ଚଳିତ ମାଟ୍ରିକ ପରୀକ୍ଷାରେ ୫୮୭ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିଲେ ।

Comments are closed.