ବୀରନରସିଂହପୁରରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ

ହରଭଙ୍ଗା : ସୁ-ଶାସନ ସପ୍ତାହ ଅବସରରେ ହରଭଙ୍ଗା ବ୍ଲକ ବୀରନରସିଂହପୁର ରାଜସ୍ୱନିରୀକ୍ଷକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର,ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ,ପ୍ରମୁଖ ଯୋଗଦାନ କରିଥିଲେ ।ଏହି ଅବସରରେ ବୀରନରସିଂହପୁର ରାଜସ୍ୱ ସର୍କଲର ୪୯ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଂଟନ କରାଯାଇଥିଲା ।

Comments are closed.