ଅବକାରୀ ଚଢଉ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

ହରଭଙ୍ଗା: ବୌଦ୍ଧ ଏବଂ ହରଭଙ୍ଗା ଅବକାରୀ ବିଭାଗ ଶନିବାର ହରଭଙ୍ଗା ବ୍ଲକ ମଥୁରା ଗ୍ରାମ ଓ କୁଡାସ। ଏହି ଗ୍ରାମରେ ଚଢଉ କରି ୨୩ଶହ ୫୦ ଲିଟର ମହୁଲପୋଚ ନଷ୍ଟ କରିଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି। ଆଜି ଏହି ଚଢଉରେ ବୌଦ୍ଧ ଏବଂ ହରଭଙ୍ଗା ଅବକାରୀ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.