ଦେଶୀ ମଦ ଜବତ, ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ ଖଜୁରୀପଡା ଗ୍ରାମରେ ଶୁକ୍ରବାର ସକାଳେ ଅବକାରୀ ବିଭାଗ ଚଢଉ କରି ଦେଶୀ ମଦ ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଖଜୁରୀପଡା ଗ୍ରାମର ମନୀଆ ସାହୁ (୪୦)ଙ୍କ ଠାରୁ ୧୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏ ନେଇ ହରଭଙ୍ଗା ଅବକାରୀ କେଶ ନଂ-୩୬/୨୦ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ସୀମାକରଣ ବେକ୍‌ ସୂଚନା ଦେଇଛନ୍ତି।

Comments are closed.