“ସମାଜ” ପରିବାର ପକ୍ଷରୁ ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

ଓଡ଼ିଶା ଦିବସ ପାଳନ ଅବସରରେ “ସମାଜ” ତାର ପ୍ରିୟ ପାଠକପାଠିକା, ବିଜ୍ଞାପନ ଦାତା, ବିତରକ, ଏଜେଣ୍ଟମାନଙ୍କ ସହ ରାଜ୍ୟବାସୀ ତଥା ବିଚ୍ଚିନ୍ନାଞ୍ଚଳ ଓ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସେମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।

Comments are closed.