ହାଇଦର ମାମଲା: ମୌସିମ ସମେତ ୨ ଗିରଫ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ଘଟଣାରେ ୨ଜଣ ଗିରଫ। କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ। ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡର ମଧ୍ୟ ଗିରଫ। ଉଭୟଙ୍କୁ ଗିରଫ କଲା କ୍ରାଇମ୍‌ ବ୍ରାଞ୍ଚ ପୁଲିସ। ହାଇଦର ଫେରାର୍‌ ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଳ ମହମ୍ମଦ ମୌସିମ। ପୂର୍ବରୁ ମୌସିମ ସହ ପୁଲିସ କର୍ମଚାରୀଙ୍କୁ ନିଲମ୍ବିିତ କରାଯାଇଛି। ହାଇଦରଙ୍କୁ ଜଗିବା ଦାୟିତ୍ବରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

Comments
Loading...