ଆପଲ୍ ସାଇଡର୍‌ ଭିନେଗାର୍‌ର ସହାୟତାରେ କେଶର ଯତ୍ନ

ଆପଲ୍ ସାଇଡର୍‌ ଭିନେଗାର୍, ବିଭିନ୍ନ ଫୁଡ୍‌ ଷ୍ଟୋର୍ ଓ ଅନଲାଇନ୍‌ରେ ଏହା ସହଜରେ ମିଳେ। ବିଶେଷଜ୍ଞଙ୍କ ମତରେ ସକାଳବେଳା ୧ ଗିଲାସ ଉଷୁମ ପାଣିରେ ୧ଚାମଚ ଏଇ ଭିନେଗାର୍‌ ମିଶାଇ ପିଇଲେ ଓଜନ କମ୍ ହୋଇଥାଏ। ଏହା ସହାୟତାରେ କେଶର ଯତ୍ନ ମଧ୍ୟ ଭଲଭାବେ ନେଇପାରିବେ।

 

  • କେଶରେ ଚମକ ଆଣିବାକୁ ଚାହୁଁଥିଲେ, ଶ୍ୟାମ୍ପୁ କରିବା ପରେ ଅଧ ବାଲଟି ପାଣିରେ ୨ବଡ଼ ଚାମଚ ଭିନେଗାର୍ ମିଶାଇ କେଶ ଧୋଇବେ। ଏହା କେଶ ଝଡ଼ାକୁ ମଧ୍ୟ କମ୍ କରେ। ସପ୍ତାହରେ ଥରୁଟିଏ ଏଇ ଉପାୟ କଲେ ଫରକ୍ ଜାଣିପାରିବେ।
  • କେଶର ଘନତ୍ବ ବଢ଼ାଇବାକୁ ଚାହୁଁଥିଲେ ଏହି ଭିନେଗାର୍‌ର ପ୍ରୟୋଗ କରନ୍ତୁ। ବ୍ୟୁଟିସିଆନ୍‌ଙ୍କ ପରାମର୍ଶ ନେଇ ଏହାର ଉପଯୋଗ କରିବା ଆବଶ୍ୟକ।
  • ନଡ଼ିଆ ତେଲରେ ଏଇ ଭିନେଗାର୍ ମିଶାଇ କେଶରେ ଲଗାଇ ୧୫ ମିନିଟ୍ ପରେ ଶ୍ୟାମ୍ପୁ କରିବେ। ଏହି ଉପାୟରେ କେଶ ଘନତ୍ବ ବୃଦ୍ଧି ହୁଏ।
  • ଏହା ସହ ୧ଚାମଚ ଆପଲ୍ ସାଇଡର୍ ଭିନେଗାର୍‌କୁ ୧କପ୍ ପାଣିରେ ମିଶାଇ ୨ ସପ୍ତାହ ସକାଳବେଳା ପିଇଲେ କେଶର ବିଭିନ୍ନ ସମସ୍ୟାରୁ 

 

Comments are closed.