ଖୁଣ୍ଟୁଣୀ ବନାଞ୍ଚଳରେ ବନମହୋତ୍ସବ ପାଳିତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆଜି ପଇଲାବର ଠାରେ ବନମହୋତ୍ସ ଅନୁଷ୍ଠିତ ହୋଇଛି। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ବନମହୋତ୍ସବ ଦିବସର ତାତ୍ପର୍ଯ୍ୟ ସର୍ବୋପରି କରୋନା କାଳରେ ବୃକ୍ଷର ମହାନତା ସଂପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ। ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଶୁକଦେବ ବେହେରା, ବନପାଳ ରାକେଶ ଦଳାଇ, ବନରକ୍ଷୀ ରମାକାନ୍ତ ବଳବନ୍ତରାୟ ,ଲିଲିବାଳା ରାଉତ, ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ମିଳିତ ଭାବରେ ଚାର ରୋପଣ କରି ଏହାର ବୃଦ୍ଧି ନିମନ୍ତେ ସଂକଳ୍ପ ନେଇଥିଲେ।

Comments are closed.