ନିଆଁ ଲାଗି ଭୁଶୁଡ଼ିଲା ଗୋଦାମ: ୮ ମୃତ, ୮ ଆହତ

ଗାନ୍ଧିନଗର : ଗୁଜରାଟ ଅହମଦାବାଦର ପିରାନା -ପିପ୍ଲାଜ ରୋଡ଼ ସ୍ଥିତ ଏକ ଗୋଦାମରେ ବୁଧବାର ଅଗ୍ନିକାଣ୍ଡ ହୋଇଛି ।ଅଗ୍ନିକାଣ୍ଡରେ ବିସ୍ଫୋରଣ ହୋଇ ଗୋଦାମ ଘର ଭୁଶୁଡ଼ି ପଡ଼ିବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.