ତୁଷୁରା ପୁଲିସ ପକ୍ଷରୁ ମାସ୍କ ଯାଞ୍ଚ

ଗୁଡଭେଲା: ଡିସେମ୍ବର ମାସରେ ସରକାରଙ୍କ କରୋନା କଟକଣା ଜାରି ହେବାରୁ ତୁଷୁରା ପୋଲିସ ପକ୍ଷରୁ ଆଜି ସନ୍ଧ୍ୟା ୭ଟା ସମୟରେ ଧାନଘରାଠାରେ ମାସ୍କ ଯାଞ୍ଚ କରିବା ସହ ଅମାନିଆମାନଙ୍କୁରୁ ଫାଇନ ଆଦାୟ କରାଯାଇଛି। କରୋନାର ତୃତୀୟ ଲହରୀ କାୟା ବିସ୍ତାର କରୁଥିବା ବେଳେ ହେଲମେଟକୁ ଗୁରୁତ୍ୱ ଦିଆଯାଇ ମାସ୍କକୁ ଗୁରୁତ୍ୱ ଦିଆ ଯାଉନଥିଲା।

Comments are closed.