ତୁଷୁରା ଓ ଚାଣ୍ଟିପଦର ଗ୍ରାମର ବିଭିନ୍ନ ଫର୍ଣ୍ଣିଚର୍ ଦୋକାନରେ ବନ ବିଭାଗର ଚଢାଉ

ଗୁଡଭେଲା: ଆଜି ବନ ବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର୍ ଦୋକାନରେ ଚଢାଉ  କରାଯାଇଛି। ତୁଷୁରାର ନରେନ୍ଦ୍ର ସେଲସ ଫର୍ଣ୍ଣିଚର ଦୋକାନ ଏବଂ  ସେହିପରି ଚାଣ୍ଟିପଦର ସ୍ଥିତ ଭବସାଗର ଫର୍ଣ୍ଣିଚର ଇଣ୍ଡଷ୍ଟ୍ରି ଦୋକାନରେ ମଧ୍ୟ ଚଢାଉ ଜାରି ରହିଛି । ସେଠାରେ ବନ ବିଭାଗ ଟିମ ପହଁଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଦୋକାନର ବିଭିନ୍ନ ସାମଗ୍ରୀ ତଦାରଖ କରୁଛି ।

Comments are closed.