ଜିଏସଟିଆର-୩ ବି ଦାଖଲର ଅନ୍ତିମ ତାରିଖ ୨୪ ଅଗଷ୍ଟକୁ ବୃଦ୍ଧି

0

ନୂଆଦିଲ୍ଲୀ.- ସବୁ ବର୍ଗର ଟିକସଦାତାମାନଙ୍କ ପାଇଁ ଫର୍ମ ଜିଏସଟିଆର-୩ବି ରେ ଜୁଲାଇ ୨୦୧୮ର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ଅଧିକୃତ କର୍ତୃପକ୍ଷଙ୍କ ଦ୍ୱାରା ୨୪ ଅଗଷ୍ଟ,

୨୦୧୮କୁ ବଢ଼ାଇ ଦିଆଯାଇଛି।  ଆଗରୁ ଏହା ୨୦ ତାରିଖ ଥିଲା । କେରଳ , ପୁଡୁଚେରୀ ଓ କର୍ଣ୍ଣାଟକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜୁଲାଇର ଜିଏସ୍‌ଟି ଅକ୍ଟୋବର ୫ ଓ ଅଗଷ୍ଟର ଜିଏସ୍‌ଟି ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହି ବୃଦ୍ଧି  କରାଯାଇଥିବା  କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟକରି ସୂଚନା ଦେଇଛନ୍ତି ।

Leave A Reply